He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics
Song - He Guru tume mangala maya Singer - Ira Mohanty Music - Pujya Pujaka Baba Balia Lyrics - Pujya Pujaka Baba Balia ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ ଧରଣୀ ମା'ର ଯୋଗ୍ଯ ସନ୍ତାନ ଧରଣୀ ମା'ର ଯୋଗ୍ଯ ସନ୍ତାନ ତୁମ ବିନା ଶାନ୍ତି କାହିଁ----- ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ •••••(0) ଆଲୋକ ଶିଖାର ତୁମେ ତ ଇଙ୍ଗିତ ,ତୁମ୍ଭ ପାଇଁ ଜନ୍ମ ମୁହିଁ ଆଲୋକ ଶିଖାର ତୁମେ ତ ଇଙ୍ଗିତ ,ତୁମ୍ଭ ପାଇଁ ଜନ୍ମ ମୁହିଁ ଅନ୍ଧାର ପଥରେ ତୁମେ ତ ଲଉଡି ଅନ୍ଧାର ପଥରେ ତୁମେ ତ ଲଉଡି ଅଣ୍ଡାଳି ଚାଲୁଛି ମୁହିଁ------ ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ•••••(1) ତୁମେ ଅଖୀଳ ର ତୁମେ ନିଖିଳ ର ,ଆସିଛ ତୁମେ ମୋ ପାଇଁ ତୁମେ ଅଖୀଳ ର ତୁମେ ନିଖିଳ ର ,ଆସିଛ ତୁମେ ମୋ ପାଇଁ ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା ...
Comments
Post a Comment