Mana Tu Feria Lyrics |Mu Paradesi Chadhei | human sagar
Mana Tu Feria Lyrics
Mana Tu Feria Lyrics from Mu Paradesi Chadhei (ମନ ତୁ ଫେରିଆ Lyrics in Odia) The song is sung by Human Sagar for the movie "Mu Paradesi Chadhei." Asad Nizam have directed the music while Tapu Nayak has written the Mana Tu Feria lyrics. The song is from the K. Murali Krishna directed Odia feature film "Mu Paradesi Chadhei" starring Ardhendu & Anubha.
Song - Mana Tu Feria
Album - Mu Paradesi Chadhei
Singer - Human Sagar
Music - Asad Nizam
Lyrics - Tapu Nayak
Starring - Ardhendu & Anubha
Mana Tu Feria Lyrics
ଆଉ ସେ ବାଟରେ ପାଦ କାଇଁ ରଖି
ବାହାରିଛୁ ପୁଣି ଏତେ କଣ୍ଟା ଦେଖି
ଆଉ ସେ ବାଟରେ ପାଦ କାଇଁ ରଖି
ବାହାରିଛୁ ପୁଣି ଏତେ କଣ୍ଟା ଦେଖି
ଯାଆନା ଯାଆନା କଥା ମୋ ଶୁଣିଯା
ମନ ତୁ ଫେରିଆ ଫେରିଆ ଫେରିଆ ରେ
ବୁଡିଯିବୁ ଲୁହର ଦରିଆରେ ଫେରିଆ ରେ
ମନ ତୁ ଫେରିଆ ଫେରିଆ ଫେରିଆ ରେ
ବୁଡିଯିବୁ ଲୁହର ଦରିଆରେ ଫେରିଆ ରେ
ତତେ ନ ଦେଖିଲେ ମୋତେ କାଇଁ ଲାଗେ ଖାଲି ଖାଲି ସବୁ
ତୋ ବିନା ମୋ ଜୀବନ ଅଧୁରା
ତତେ ଦେଖି ଦେଲେ ମୋତେ କାଇଁ ଲାଗେ ମିଠା ମିଠା ସବୁ
ତୁ ଏକା ମୋର ସାହାରା
କେତେଥର ଆଉ ଝୁଣ୍ଟିବୁ ତୁ କହ
କେତେଥର ଆଉ କାନ୍ଦିବୁ ତୁ କହ
ଯାଆନା ଯାଆନା କଥା ମୋ ଶୁଣିଯା
ମନ ତୁ ଫେରିଆ ଫେରିଆ ଫେରିଆ ରେ
ବୁଡିଯିବୁ ଲୁହର ଦରିଆରେ ଫେରିଆ ରେ
ମନ ତୁ ଫେରିଆ ଫେରିଆ ଫେରିଆ ରେ
ବୁଡିଯିବୁ ଲୁହର ଦରିଆରେ ଫେରିଆ ରେ
ଯେତେ ମୁଁ ରୋକିଲି ଯେତେ ମୁଁ ଡାକିଲି ଶୁଣିଲୁନି କିଛି
ତୋଳିଲୁ କୁହୁଡିର ଘର
ସେ କୁହୁଡି ଘର ଭାଙ୍ଗିଗଲା ପରେ ଜାଣିଗଲୁ ଆଜି
ନାହିଁ କେହି ତୋର ନିଜର
ପାଗଳ ପତଙ୍ଗ କେତେଥର ଆଉ
ଡେଇଁବ ନିଆଁକୁ ଜୀଇଁ ଥାଉ ଥାଉ
ଯାଆନା ଯାଆନା କଥା ମୋ ଶୁଣିଯା
ମନ ତୁ ଫେରିଆ ଫେରିଆ ଫେରିଆ ରେ
ବୁଡିଯିବୁ ଲୁହର ଦରିଆରେ ଫେରିଆ ରେ
ମନ ତୁ ଫେରିଆ ଫେରିଆ ଫେରିଆ ରେ
ବୁଡିଯିବୁ ଲୁହର ଦରିଆରେ ଫେରିଆ ରେ

Comments
Post a Comment