He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Song - He Guru tume mangala maya
Singer - Ira Mohanty
Music - Pujya Pujaka Baba Balia
Lyrics - Pujya Pujaka Baba Balia


ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ
ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ
ଧରଣୀ ମା'ର ଯୋଗ୍ଯ ସନ୍ତାନ
                    ଧରଣୀ ମା'ର ଯୋଗ୍ଯ ସନ୍ତାନ
ତୁମ ବିନା ଶାନ୍ତି କାହିଁ-----
ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ •••••(0)

ଆଲୋକ ଶିଖାର ତୁମେ ତ ଇଙ୍ଗିତ ,ତୁମ୍ଭ ପାଇଁ ଜନ୍ମ ମୁହିଁ
ଆଲୋକ ଶିଖାର ତୁମେ ତ ଇଙ୍ଗିତ ,ତୁମ୍ଭ ପାଇଁ ଜନ୍ମ ମୁହିଁ
ଅନ୍ଧାର ପଥରେ ତୁମେ ତ ଲଉଡି
                   ଅନ୍ଧାର ପଥରେ ତୁମେ ତ ଲଉଡି
ଅଣ୍ଡାଳି ଚାଲୁଛି ମୁହିଁ------
ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ•••••(1)

ତୁମେ  ଅଖୀଳ ର ତୁମେ ନିଖିଳ ର ,ଆସିଛ ତୁମେ ମୋ ପାଇଁ
ତୁମେ  ଅଖୀଳ ର ତୁମେ ନିଖିଳ ର ,ଆସିଛ ତୁମେ ମୋ ପାଇଁ
ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା
                   ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା
ଅବତୀର୍ଣ୍ଣ ଭାବଗ୍ରାହୀ-----
ହେ ଗୁରୁ ତୁମେ ମଙ୍ଗଳ ମୟ କୃପା ବିନୁ ମୁକ୍ତି ନାହିଁ•••••(2)

ତୁମରି ଆଶିଷେ ଆଜି ଏହି ଧରା ,ପୁରିଉଠୁ ନାମ ଗାଇ
ତୁମରି ଆଶିଷେ ଆଜି ଏହି ଧରା ,ପୁରିଉଠୁ ନାମ ଗାଇ
ଜୟ ଗୁରୁଦେବ ଜୟ ହେ ଅନନ୍ତ
                    ଜୟ ଗୁରୁଦେବ ଜୟ ହେ ଅନନ୍ତ
ବଳିଆ ପାଦେ ଚିନ୍ତଇ-----
ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ•••••(3)

ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ
ଧରଣୀ ମା ର ଯୋଗ୍ଯ ସନ୍ତାନ
                    ଧରଣୀ ମା ର ଯୋଗ୍ଯ ସନ୍ତାନ
ତୁମ ବିନା ଶାନ୍ତି କାହିଁ-----
ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ
ହେ ଗୁରୁ ତୁମେ ମଙ୍ଗଳ ମୟ ,କୃପା ବିନୁ ମୁକ୍ତି ନାହିଁ
              କୃପା ବିନୁ ମୁକ୍ତି ନାହିଁ
              କୃପା ବିନୁ ମୁକ୍ତି ନାହିଁ

                         (ସମାପ୍ତ)

ଭୁଲ୍ ଥିଲେ କ୍ଷମା କରନ୍ତୁ ଓ ଠିକ୍ ଶବ୍ଦ ପାଇଁ comment କରନ୍ତୁ

Comments

Popular posts from this blog

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi