Jinbara karana Lyrics(ଜୀଇଁବାର କାରଣ lyrics) | Dhire dhire helu mora lyrics(ଧୀରେ ଧୀରେ ହେଲୁ ମୋର lyrics)


Jinbara karana Lyrics

Jinbara karana Lyrics - Human Sagar & Lopamudra have sung the song. Soubhagya Mishra has directed the music while Sashikant has written the Jinbara karana lyrics. The music video of Jinbara karana song is directed by SK Muralidharan featuring Ankit Kumar & Sulagna.

Song - Jinbara karana

Singer - Human Sagar & Lopamudra

Music - Soubhagya Mishra

Lyrics - Sashikant

Starring - Ankit Kumar & Sulagna

Jinbara karana Lyrics


ପୁ - ହେ..ହେ ହେ ଏ ଏ ହେ ହେ
ଝି - ଲା ଲା ଲା ଲା........

ପୁ - ତୋ ପାଇଁ  ଭଲ ଲାଗେ ଭିଜା ଭିଜା ଶ୍ରାବଣ
      ତୁ ଥିଲେ ଲୋଡା ନାହିଁ ମୋତେ ଆଉ ଫଗୁଣ
ଝି - ତୋ ପାଇଁ  ଭଲ ଲାଗେ ଭିଜା ଭିଜା ଶ୍ରାବଣ
      ତୁ ଥିଲେ ଲୋଡା ନାହିଁ ମୋତେ ଆଉ ଫଗୁଣ
ପୁ - କେମିତି ତୁ କେତେବେଳେ ଆସିଲୁ ଏ ଜୀବନରେ
      ତୋ ସାଥେ ଯୋଡିଗଲା କେମିତି ଏ ବନ୍ଧନ
ଝି - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
      ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ••••••(1)

ପୁ - ମୋ ମନ ଯାଯାବର ଖୋଜୁଥିଲା ଠିକଣା
      ନିଜର କରିନେଲୁ ଖୋଲି ମନ ଅଗଣା
      ମୋ ମନ ଯାଯାବର ଖୋଜୁଥିଲା ଠିକଣା
      ନିଜର କରିନେଲୁ ଖୋଲି ମନ ଅଗଣା
ଝି - ମହକିଲା ମୋ ଦନିଆ ପାଇ ତୋର ମିଠା ଛୁଆଁ
      ମୋ ଜିବନେ ଆଣିଲୁ  ତୁ ଖୁସିର ମେଲଣ
ଝି - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
ପୁ - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ•••••••(2)

ଝି - ତୋ ବିନା ଚାଲୁଥଲି ମୋ ବାଟରେ ମୁଁ ଏକା
      ଜୀବନ ଲାଗୁଥିଲା ମୋତେ ତ ଭାରି ଫିକା
      ତୋ ବିନା ଚାଲୁଥଲି ମୋ ବାଟରେ ମୁଁ ଏକା
      ଜୀବନ ଲାଗୁଥିଲା ମୋତେ ତ ଭାରି ଫିକା
ପୁ - ଭିଜି ତୋର ପ୍ରେମ ରଙ୍ଗେ ମୋତେ କାଇଁ ଆଜି ଲାଗେ
      ବୁଣିଛୁ ମୋ ବାଟ ସାରା ଇନ୍ଦ୍ରଧନୁ ତୋରଣ
ଝି - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
      ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
ପୁ - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
      ଧୀରେ ଧୀଢରେ ହେଲୁ ମୋର ଜୀଇଁବାର କାରଣ••••••(3)
      ହେ ହେ ହେ ହେ  ଲା ଲା ଲା

ପୁ&ଝି - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
          ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
ପୁ&ଝି - ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ
          ଧୀରେ ଧୀରେ ହେଲୁ ମୋର ଜୀଇଁବାର କାରଣ


Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi