Feel My Love Odia Lyrics - pagala premi


Feel My Love Odia Lyrics


Song - Feel My Love

Movie - Pagala Premi

Singer - Kumar Bapi

Lyrics - Arun Mantri

Music - Manmath Mishra



Feel My Love Odia Lyrics


Feel my love
ମତେ ଗାଳି ଦେଇପାରୁ ଘୃଣା ତୁ କରିପାରୁ
ହୁଏ ତ ମୋ ପ୍ରେମ ପାପ ତୋ ପାଇଁ
ମୋତେ ଦୋଷ ଦେଇପାରୁ ବିଷ ତୁ ଦେଇପାରୁ
ହୁଏ ତ ମୋ ପ୍ରେମ କଣ୍ଟା ତୋ ପାଇଁ
ଭୁଲ୍ ତୁ ବୁଝିପାରୁ ମୋତେ ଭୁଲି ଯାଇପାରୁ
ତଥାପି କହୁଛି ମୁଁ ଭଲପାଏ ଭଲପାଏ
Feel my love
Feel my love
Feel my love
Feel my love
ମତେ ଗାଳି ଦେଇପାରୁ ଘୃଣା ତୁ କରିପାରୁ
ମତେ ଗାଳି ଦେଇପାରୁ ଘୃଣା ତୁ କରିପାରୁ
ହୁଏ ତ ମୋ ପ୍ରେମ ପାପ ତୋ ପାଇଁ••••••••••••••(0)

ହେ... ସତରେ ହଉ ଅବା ସ୍ବପ୍ନରେ Feel my love
ଛଳନା ନାହିଁ ମୋ ପ୍ରେମରେ Feel my love
ଗଲେ ତୁ ଯା ଦୁରେ ତଥାପି Feel my love
ଅଛୁ ତୁ ମୋ ମନେ Please Feel my love
ହୁଏ ତ ଜାଗା ନାହିଁ ତୋ ମନେ ମୋ ପାଇଁ
ହୁଏ ତ ବାଲିଘର ମୋ ମନ ତୋ ପାଇଁ
ତଥାପି କହୁଛି ମୁଁ ଭଲପାଏ ଭଲପାଏ
Feel my love
Feel my love
ମତେ ଗାଳି ଦେଇପାରୁ ଘୃଣା ତୁ କରିପାରୁ
ହୁଏ ତ ମୋ ପ୍ରେମ ପାପ ତୋ ପାଇଁ••••••••••••••(1)

ପାଖରେ ହଉ ଅବା ଦୁରରେ Feel my love
ଝୁଲେଇ ଦେଲେ ବି ଫାସିରେ Feel my love
ଗଲେ ତୁ ଯିବୁ ରାଗି ତଥାପି Feel my love
ଏ ପ୍ରେମ ତୋ ଲାଗି Please Feel my love
ପାଦର ଧୁଳିଟିଏ ମୁଁ ତୋର ବାଟରେ
ପାଗଳ ପ୍ରେମିଟିଏ ମୁଁ ତୋର ପ୍ରେମରେ
ଏତିକି ଜାଣିଛି ମୁଁ ଭଲପାଏ ଭଲପାଏ
Feel my love
Feel my love
ମତେ ଗାଳି ଦେଇପାରୁ (ମତେ ଗାଳି ଦେଇପାରୁ)
ଘୃଣା ତୁ କରିପାରୁ (ଘୃଣା ତୁ କରିପାରୁ)
ମତେ ଗାଳି ଦେଇପାରୁ ଘୃଣା ତୁ କରିପାରୁ
ହୁଏ ତ ମୋ ପ୍ରେମ ପାପ ତୋ ପାଇଁ••••••••••••••••(2)

Comments

Post a Comment

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar