Mo Ghara Bata Dei Lyrics | Sailendra | odia song lyrics
Mo Ghara Bata Dei Lyrics
Mo Ghara Bata Dei Lyrics - Kuldip Pattanayak have sung the song. Deepak Jena, Raja d & Akshay kumar Nayak has produced the music while Tapu Nayak has written the Mo Ghara Bata Dei lyrics. The music video of Mo Ghara Bata Dei song is Choreographed by Kamalakar(kalu) featuring Sailendra &Tanushree Rana.Song - Mo Ghara Bata Dei
Singer - Kuldip Pattanayak
Music - Asad Nizam
Lyrics - Tapu Nayak
Starring - Sailendra, Tanushree Rana, Papun & Kalu
Mo Ghara Bata Dei Lyrics
ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନ ସାରା ଭାବି ରହି ପାରେନା
ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନ ସାରା ଭାବି ରହି ପାରେନା
ତୁ ହାତେ ବହିଧରି ଚାହୁଁ ଯେବେ ଫେରି ଫେରି
ରାତି ସାରା ଭାବି ଶୋଇ ହୁଏନା
କେତେ ଦିନ କହ ଏମିତି ଚାଲିବ
କିଏ କାହା କଥା କେମିତି ବୁଝିବ
ମଜା ନା ସଜା କହିଦେ ନା-------
ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନ ସାରା ଭାବି ରହି ପାରେନା••••••(୦)
ମନ ତଳେ ଲୁଚିଥାଏ ଯଉ କଥା ତୋର
ସେଇ କଥା ଆଖିରୁ ତୋ ବୁଝି ହେଇଯାଏ
ବାଟ କେବେ ସରେନାହିଁ ଠିକଣାରେ ମୋର
ପାଦ ତୋର ମୋ ବାଟରେ କାହିଁ ରହିଯାଏ
ସବୁ ଜାଣି ଅଜଣା ତୁ କିଛି ଜାଣିନାହୁଁ
ଯିଏ ପଚାରେ ମୋ କଥା ଚିହ୍ନିନାହିଁ କହୁ
ମୁହାଁମୁହିଁ ହେଲେ ମୁହଁ ପୋତି ଦଉ
ଇସାରାରେ ପୁଣି ଦେଖାହବ ତୁ କହୁ
ମଜା ନା ସଜା କହିଦେ ନା-----
ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନ ସାରା ଭାବି ରହି ପାରେନା•••••••(୧)
ଆଉ କାହା ସାଥେ ଯେବେ ଗପି ଗପି ଯାଉ
କେମିତି ସହିବ ଦେହ ଏମିତି ତୁ ହଉ
ମତେ ଲାଗେ ଏଇ ଅଛୁ ଆସି ଲୁଚିଯାଉ
ମତେ ଛାଡ଼ି ଏକା ଏକା କେମିତି ତୁ ରହୁ
ତୋ' ନିରବତା ଭାରି ବାଧୁଛି ଯେ ଏତେ
ସତ କହ ଜଳେଇବୁ ଆଉ କହ କେତେ
ପଢ଼ାପଢ଼ି ସରୁ କରିନେବି ସାଥୀ
ଅତି ହେଇଗଲେ କରିଦବା ଇତି
ମଜା ନା ସଜା କହିଦେ ନା------
ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନ ସାରା ଭାବି ରହି ପାରେନା •••••••••••(୨)
ତୁ ହାତେ ବହିଧରି ଚାହୁଁ ଯେବେ ଫେରି ଫେରି
ରାତି ସାରା ଭାବି ଶୋଇ ହୁଏନା
Comments
Post a Comment