Mana Khojuthila Gote Premika lyrics | human sagar | arpita choudhury

Mana Khojuthila Gote Premika lyrics

Mana Khojuthila Gote Premika Lyrics (ମନ ଖୋଜୁଥିଲା ଗୋଟେ ପ୍ରେମିକା Lyrics in Odia): This romantic odia song is sung by Human Sagar & Arpita Choudhury wheres Rakesh Dash has written the Mana Khojuthila Gote Premika Lyrics. The music director  of the song is by Somesh Satpathy. The music video of the Mana Khojuthila Gote Premika starring is Sailendra, Sanmanita, Srilip



Song - Mana Khojuthila Gote Premika

Singer - Human Sagar & Arpita Choudhury

Music - Somesh Satpathy

Lyrics - Rakesh Dash

Starring - Sailendra, Sanmanita, Srilip

Mana Khojuthila Gote Premika lyrics



ପୁ - ମନ ଖୋଜୁଥିଲା ଗୋଟେ ପ୍ରେମିକା  ତାକୁ ମିଳିଲା ମନର ନାୟିକା
      ପ୍ରେମ ହେଲା କି ହାଏ ମୋତେ ରେ •••ହୋ..ଓ.ଓ.ଓ..
ଝି - ଫିକା ଫିକା ଥିଲା ଏଇ ଜୀବନ ରଙ୍ଗ ଭରି ଆଣିଦେଲୁ ଫଗୁଣ
      ପ୍ରେମ ହେଲା କି ହାଏ ମୋତେ ରେ •••ହୋ..ଓ.ଓ.ଓ..
ପୁ - ଚାହିଁଦଲେୁ ମୋତେ ଯେବେ ତୁ ବୁଲି ବିନା ଫଗୁଣରେ ଆସିଲା ହୋଲି
      ପ୍ରେମ ତ ମାରିଦେଲା ରେ •••ହୋ..ଓ.ଓ.ଓ..
      ମନ ଖୋଜୁଥିଲା ଗୋଟେ ପ୍ରେମିକା  ତାକୁ ମିଳିଲା ମନର ନାୟିକା
      ପ୍ରେମ ହେଲା କି ହାଏ ମୋତେ ରେ •••ହୋ..ଓ.ଓ.ଓ..

ପୁ - ଲାଜ ମିଶା ତୋର ତୁନି ଓଠରେ କହିଗଲୁ କେତେ କଥା
      ସବୁ ବୁଝିଗଲି ସବୁ ମାନିନେଲି ପ୍ରେମର ଅକୁହା କଥା
      ଲାଜ ମିଶା ତୋର ତୁନି ଓଠରେ କହିଗଲୁ କେତେ କଥା
      ସବୁ ବୁଝିଗଲି ସବୁ ମାନିନେଲି ପ୍ରେମର ଅକୁହା କଥା
ଝି - ହାତକୁ ମୋ ଯେବେ ଦେଲୁ ତୁ ଧରି ଲାଗୁଛି ସତେକି ଯିବି ମୁ ମରି
      କି ଯାଦୁ କଲୁ କହ ରେ •••ହୋ..ଓ.ଓ.ଓ..
ପୁ - ମନ ଖୋଜୁଥିଲା ଗୋଟେ ପ୍ରେମିକା  ତାକୁ ମିଳିଲା ମନର ନାୟିକା
      ପ୍ରେମ ହେଲା କି ହାଏ ମୋତେ ରେ •••ହୋ..ଓ.ଓ.ଓ..

ଝି - ପାଦ ଚିପି ଚିପି ଗଲି ପାଖକୁ ହେଲା ତୋ ସାଥିରେ ଦେଖା
      ମୋ ହାତ ପାପୂଲି ଯେବେ ମୁଁ ଦେଖିଲି ତୋ ନାଁ ହେଇଛି ଲେଖା
      ପାଦ ଚିପି ଚିପି ଗଲି ପାଖକୁ ହେଲା ତୋ ସାଥିରେ ଦେଖା
      ମୋ ହାତ ପାପୂଲି ଯେବେ ମୁଁ ଦେଖିଲି ତୋ ନାଁ ହେଇଛି ଲେଖା
ପୁ - ନଜରରେ ମୋତେ ଦେଲୁ ତୁ ଧରି ପୃଥିବୀ ଏଇଠି ଗଲା କି ସରି
      କି ରଙ୍ଗ ଲାଗିଗଲା ରେ •••ହୋ..ଓ.ଓ.ଓ..

ପୁ - ମନ ଖୋଜୁଥିଲା ଗୋଟେ ପ୍ରେମିକା  ତାକୁ ମିଳିଲା ମନର ନାୟିକା
      ପ୍ରେମ ହେଲା କି ହାଏ ମୋତେ ରେ •••ହୋ..ଓ.ଓ.ଓ..
ଝି - ଫିକା ଫିକା ଥିଲା ଏଇ ଜୀବନ ରଙ୍ଗ ଭରି ଆଣିଦେଲୁ ଫଗୁଣ
      ପ୍ରେମ ହେଲା କି ହାଏ ମୋତେ ରେ •••ହୋ..ଓ.ଓ.ଓ..


Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi