Jibara Thila Tu Jadi Ja Lyrics (ଯିବାର ଥିଲା ତୁ ଯଦି ଯା) | Odia sad song

Jibara Thila Tu Jadi Ja Lyrics



Jibara Thila Tu Jadi Ja Lyrics( ଯିବାର ଥିଲା ତୁ ଯଦି ଯା Lyrics in Odia): The Odia sad song is sung by Shasnka Shekhar wheres Saroj Pattnayak has written the Jibara Thila Tu Jadi Ja Lyrics. The composition of the song is by Saroj Pattnayak while music is directed by the Somesh Satpathy

Song - Jibara thila tu jadi ja

Singer - Shasank Shekhar

Music - Somesh Satpathy

Lyrics - Saroj pattnayak


Jibara Thila Tu Jadi Ja Lyrics


ସତରେ ହଉ କି ମିଛରେ ହଉ
କହି ଦେଇ ଯା ଭଲ ମୋତେ ତୁ ପାଉ
ଅବୁଝା ଏ ମନ ଟିକେ ବୁଝି ମୋ ଯାଉ
ତୋ ପଦିଏ କଥାରେ କିଛି ନାହିଁ ତ ଆଉ

ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା
ଜିଁ ମୁଁ ଯିବି ଏ ବାକି ଜିବନ ମୋ ଧରି ତୋର ନାଁ•••••
ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା
ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା••••(0)

ତୁ ବରଷୁ ଥିବୁ ତୋ ସ୍ମୃତିରେ ଦିନ ରାତି ସକାଳ ସଞ୍ଜରେ
ଲହରି ହେଇ ମୋ ଆଖିରେ କୋହ ତୁ ଭରି ମୋ ଛାତିରେ
ଏତିକି କଥା ତୁ ଦେଇଯା ଏ ଆତ୍ମାକୁ ମୋ ତୁ ସାନ୍ତ୍ବନା
ହସି ମୁ ଯିବି ଏ ଛାଡି ଦୁନିଆକୁ ଧରି ତୋର ନାଁ
ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା••••(1)

ଓ....ଓ....ଓଓଓ...ଓ...ଓ...ଓଓଓ......

ଭାବି ତୋତେ ନିଜଠୁ ନିଜର ଗଲି କେବେ ହେଇ ଯେ ମୁଁ ପର
ନଜର ଲାଗି ଗଲା କାହାର ଗଲୁ ତୁ ହେଇ ଆଉ କାହାର
ଏ ନିଶ୍ବାସ ମୋ ତୁ ରହି ଯା ଦାଉ ଆଉ ମୋ ତୁ ସାଧେନା
ଲିଭି ମୁଁ ଯିବି ଏ ଜଳି ଶିଖାରେ ତ ଧରି ତୋର ନାଁ
ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା••••(2)

ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା
ଯିବାର ଥିଲା ତୁ ଯଦି ଯା ଏ ପ୍ରେମକୁ ମୋ ତୁ କରି ନା


                                 WATCH VIDEO 

Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi