Human Sagar Dhana Lo Dhana Lyrics | odia sad song lyrics | odia lyrics
Human Sagar Dhana Lo Dhana Lyrics
Human Sagar has sung the dhana lo dhana odia sad song. The odia sad song Dhana Lo Dhana starring Subhransu, Aishwarya, Litu. Japani Bhai directed the music while Promod Parida has written the Dhana Lo Dhana Lyrics.
Song - Dhana Lo Dhana
Singer - Human Sagar
Music - Japani
Lyrics - Promod Parida
Star - Subhransu, Aishwarya, Litu
Human Sagar Dhana Lo Dhana Lyrics
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ତୋ ବିନା ଅବୁଝା ଏ ଅଝଟ ମନ
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
ହଉ ତୁ ଯା ଲୋ ଭଲ ରେ ଥା ଲୋ
ହଉ ତୁ ଯା ଲୋ ଭଲ ରେ ଥା ଲୋ
ଭୁଲି ଯିବୁ ପଛ କଥା ପୁରୁଣା ଦିନ....
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ••••••(1)
ସରଳିଆ ମନ ମୋର ଭାରି ନିରୀହ
ଭରସାରେ ଦେଇଥିଲି ତୋତେ ହୃଦୟ
ସପନକୁ ପର କରି ପିଉଛି ଲୁହ
କେମିତି ତୁ ହେଇଗଲୁ ଏତେ ନିର୍ଦୟ
ଭୁଲିଲେ ଭୁଲିଯା ଦୁରକୁ ଚାଲିଯା
ଭୁଲିଲେ ଭୁଲିଯା ଦୁରକୁ ଚାଲିଯା
ଦିନ ସିନା ଚାଲିଯାଏ ଯାଏନା ଚିହ୍ନ....
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ••••••(2)
ସତ ଥିଲା ପ୍ରେମ ମୋର ସ୍ବାର୍ଥ ନଥିଲା
କହ କାଇଁ ତୋ ଭିତରୁ ପ୍ରେମ କମିଲା
ଦିନ କେଇଟାରେ ସବୁ ବଦଳି ଗଲା
ତୋ ବାଟ ମୋ ବାଟ ଅଲଗା ହେଲା
ଯୋଉଠି ଥା ଲୋ ଭଲରେ ଥା ଲୋ
ଯୋଉଠି ଥା ଲୋ ଭଲରେ ଥା ଲୋ
ସ୍ବାର୍ଥପର ପ୍ରିୟା ମୋର ହୃଦୟ ହୀନ....
ଧନ ଲୋ ଧନ ମୋ ସୁନା ଧନ
ଧନ ଲୋ ଧନ ମୋ ସୁନା ଧନ
Comments
Post a Comment