Cute Munda odia song lyrics | human sagar | Romantic odia song lyrics
Cute Munda Odia lyrics
Cute Munda lyrics is a human sagar's new romantic odia song. The song is sung by Human Sagar and Ira Mohanty and written by Subas Mishra. The music director of the Cute Munda song is Malaya Mishra.Song - Cute Munda
Singer - Human Sagar & Ira Mohanty
Music - Malaya Mishra
Lyrics - Subas Mishra
Cute Munda Odia lyrics
ପୁ - କାଜୁ chips ତୁ ମୋର boil ଅଣ୍ଡା
ଝି - CocaCola ତୁ ମୋର Fanta Mirinda
ପୁ - ଆରେ କାଜୁ chips ତୁ ମୋର boil ଅଣ୍ଡା
ଝି - CocaCola ତୁ ମୋର Fanta Mirinda
ପୁ - ହେଲେ ହେଇଯାଉ propaganda (ପ୍ରୋପଗଣ୍ଡା)
ତୋତେ ନେଇଯିବି ରଙ୍ଗେଇ ଲୁଣ୍ଡା ଲୋ
ମୁ ପରା ତୋର cute ମୁଣ୍ଡା
ଝି - ମୋତେ ନେଇଯା ତୁ ରଙ୍ଗେଇ ଲୁଣ୍ଡା ରେ
ତୁ ପରା ତୋର cute ମୁଣ୍ଡା•••••••••••••••••(1)
ପୁ - Long drive ରେ ଯିବା ଲୋ ଆମେ
ବାଟ ସାରା କରି ଗପ
ଝି - ଗପରେ ତୁ Hero ମୁ Heroine
କରିବା sweet ପାପ
ପୁ - Long drive ରେ ଯିବା ଲୋ ଆମେ
ବାଟ ସାରା କରି ଗପ
ଝି - ଗପରେ ତୁ Hero ମୁ Heroine
କରିବା sweet ପାପ
ପୁ - ମୋ ପାଇଁ ତୁ ମୋର ପ୍ରେମର ଫଣ୍ଡା
ଝ - ଦିନ ରାତି ତୁ ମୋର love agenda (ଆଜେଣ୍ଡା)
ପୁ - ହେଲେ ହେଇଯାଉ propaganda (ପ୍ରୋପଗଣ୍ଡା)
ତୋତେ ନେଇଯିବି ରଙ୍ଗେଇ ଲୁଣ୍ଡା ଲୋ
ମୁ ପରା ତୋର cute ମୁଣ୍ଡା
ଝି - ମୋତେ ନେଇଯା ତୁ ରଙ୍ଗେଇ ଲୁଣ୍ଡା ରେ
ତୁ ପରା ତୋର cute ମୁଣ୍ଡା•••••••••••••••••(2)
ଝି - ହାଉଲେ ହାଉଲେ ନେଇକି ମୋତେ
ତୁ ଦେ ରେ କରି ଦେ Seal
ପୁ - Seal କରିଛି ମୁ ଶହେ ଜନମକୁ
ଅଭଙ୍ଗା ମୋ Love deal
ଝି - ହାଉଲେ ହାଉଲେ ନେଇକି ମୋତେ
ତୁ ଦେ ରେ କରି ଦେ Seal
ପୁ - Seal କରିଛି ମୁ ଶହେ ଜନମକୁ
ଅଭଙ୍ଗା ମୋ Love deal
ଝି - ହସ ଖୁସି ତୁ ମୋର ଘର ବାରଣ୍ଡା
ପୁ - ବାଟ ଘାଟ ତୁ ମୋର ପ୍ରେମର ଝଣ୍ଡା
ଝି - ହେଲେ ହେଇଯାଉ propaganda (ପ୍ରୋପଗଣ୍ଡା)
ମୋତେ ନେଇଯା ତୁ ରଙ୍ଗେଇ ଲୁଣ୍ଡା ରେ
ତୁ ପରା ତୋର cute ମୁଣ୍ଡା
ପୁ - ତୋତେ ନେଇଯିବି ରଙ୍ଗେଇ ଲୁଣ୍ଡା ଲୋ
ମୁ ପରା ତୋର cute ମୁଣ୍ଡା•••••••••••••••••(3)
ଝି - ମୋତେ ନେଇଯା ତୁ ରଙ୍ଗେଇ ଲୁଣ୍ଡା ରେ
ତୁ ପରା ତୋର cute ମୁଣ୍ଡା
ପୁ - ତୋତେ ନେଇଯିବି ରଙ୍ଗେଇ ଲୁଣ୍ଡା ଲୋ
ମୁ ପରା ତୋର cute ମୁଣ୍ଡା
WATCH VIDEO
Comments
Post a Comment