Nirabita janha rati song lyrics | debakrupa |simahina | odia new mp3 lyrics
Song- Nirabita janha rati
Singer-Debakrupa
Lyrics - Sarat Kumar Das
Music - Prem Anand
Album - Simahina
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ
ବୁକୁରେ ପୁଲକ ଭରି ଅଜଣା ଅସୁଣା
ବାଜୁଥାଏ ଦିବାରାତ୍ର ହୃଦୟର ତନ୍ତ୍ର ହୀନ ବୀଣା
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ .......|1|
ତୁମ ପ୍ରେମ ଆବୋରିଛି ସମଗ୍ର ସତ୍ତା
କାଉଁରୀ ସ୍ପର୍ଶରେ ତୁମ ଉଜ୍ଜୀବିତ ଗିରିବନ ଲତା
ତୁମ ପ୍ରେମ ଆବୋରିଛି ସମଗ୍ର ସତ୍ତା
କାଉଁରୀ ସ୍ପର୍ଶରେ ତୁମ ଉଜ୍ଜୀବିତ ଗିରିବନ ଲତା
ପ୍ରେମରେ ସମ୍ପୂର୍ଣ୍ଣ ଆଜି ଯେତେ ଯାହା ଥିଲା ଅପ୍ରାପତ
ଅମୃତର ଆସ୍ବାଦନେ ମନ ପ୍ରାଣ ଆତ୍ମା ପରିତୃପ୍ତ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ ........|2|
କିଛିନାହିଁ ଅସନ୍ତୋଷ ପାଇବାର ସହିବାର
ତୁମ ପ୍ରାପ୍ତି ପରେ ଏଠି ସୀମାହିନ ଆଶାର ଜୁଆର
କିଛିନାହିଁ ଅସନ୍ତୋଷ ପାଇବାର ସହିବାର
ତୁମ ପ୍ରାପ୍ତି ପରେ ଏଠି ସୀମାହିନ ଆଶାର ଜୁଆର
ଦୟାବତୀ ପ୍ରୀୟତମା ତୁମେ ମୋର ସ୍ରେଷ୍ଠ ଅନୂଭବ
ତୁମ ଆବିର୍ଭାବେ ଆଜି ଅସମ୍ଭବ ହୋଇଛି ସମ୍ଭବ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ .........|3|
More songs lyrics
Singer-Debakrupa
Lyrics - Sarat Kumar Das
Music - Prem Anand
Album - Simahina
Nirabita janha rati song lyrics
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ
ବୁକୁରେ ପୁଲକ ଭରି ଅଜଣା ଅସୁଣା
ବାଜୁଥାଏ ଦିବାରାତ୍ର ହୃଦୟର ତନ୍ତ୍ର ହୀନ ବୀଣା
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ .......|1|
Nirabita janha rati song lyrics
ତୁମ ପ୍ରେମ ଆବୋରିଛି ସମଗ୍ର ସତ୍ତା
କାଉଁରୀ ସ୍ପର୍ଶରେ ତୁମ ଉଜ୍ଜୀବିତ ଗିରିବନ ଲତା
ତୁମ ପ୍ରେମ ଆବୋରିଛି ସମଗ୍ର ସତ୍ତା
କାଉଁରୀ ସ୍ପର୍ଶରେ ତୁମ ଉଜ୍ଜୀବିତ ଗିରିବନ ଲତା
ପ୍ରେମରେ ସମ୍ପୂର୍ଣ୍ଣ ଆଜି ଯେତେ ଯାହା ଥିଲା ଅପ୍ରାପତ
ଅମୃତର ଆସ୍ବାଦନେ ମନ ପ୍ରାଣ ଆତ୍ମା ପରିତୃପ୍ତ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ ........|2|
Nirabita janha rati song lyrics
କିଛିନାହିଁ ଅସନ୍ତୋଷ ପାଇବାର ସହିବାର
ତୁମ ପ୍ରାପ୍ତି ପରେ ଏଠି ସୀମାହିନ ଆଶାର ଜୁଆର
କିଛିନାହିଁ ଅସନ୍ତୋଷ ପାଇବାର ସହିବାର
ତୁମ ପ୍ରାପ୍ତି ପରେ ଏଠି ସୀମାହିନ ଆଶାର ଜୁଆର
ଦୟାବତୀ ପ୍ରୀୟତମା ତୁମେ ମୋର ସ୍ରେଷ୍ଠ ଅନୂଭବ
ତୁମ ଆବିର୍ଭାବେ ଆଜି ଅସମ୍ଭବ ହୋଇଛି ସମ୍ଭବ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରିଆ ନଈ ଆର ପାରେ
ନୀରବିତ ଜହ୍ନ ରାତି ଉଦାସୀନ ସମୟ ବୁକୁରେ
କାନ୍ଦୁଥାଏ ରହି ରହି ଜୁଆରୀଆ ନଈ ଆର ପାରେ .........|3|
More songs lyrics
Ur super bhai
ReplyDelete