Dei Gote Gendu Phula lo Lyrics | ଦେଇ ଗୋଟେ ଗେଣ୍ଡୁ ଫୁଲ odia lyrics |Mantu Churia Arpita | Love Express
Song : Dei Gote Gendu Phula
Singer : Mantu Chhuria, Arpita Choudhury
Lyrics : Arun Mantri
Music : Baidyanath Dash
Singer : Mantu Chhuria, Arpita Choudhury
Lyrics : Arun Mantri
Music : Baidyanath Dash
ପୁ :- ମୁଁ ବି କୁଆଁରା ତୁ ବି କୁଆଁରୀ
Pyaar କରଲେ ଘଡି ଦୋ ଘଡି
ଝି :- ମଲା ଦେଇ ଗୋଟେ ଗେଣ୍ଡୁ ଫୁଲଲୋPyaar କରଲେ ଘଡି ଦୋ ଘଡି
ଟୋକା ପାଇଗଲା ମତେ ଭଲଲୋ.......
ମଲା ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
କୋଉ ଯନ୍ତର ମନ୍ତର କଲାଲୋମଲା ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ମତେ ଭଲଲୋ
ମୋର ଅନ୍ତର ତରଳି ଗଲାଲୋ
ତାର ନଟଖଟ ଗୁଣ କଲା ଛଟ ପଟ ପ୍ରାଣ ହେଲା
କଲିଜା ମୋ ହଲ ଚଲ ଲୋ…
ପୁ :- ହାଏ ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ତୋତେ ଭଲଲୋ
କି ଯନ୍ତର ମନ୍ତର କଲାଲୋ
ମୋର ଅନ୍ତର ତରଳି ଗଲାଲୋ
ତାର ନଟଖଟ ଗୁଣ କଲା ଛଟ ପଟ ପ୍ରାଣ ହେଲା
ପୁ :- ହାଏ ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ତୋତେ ଭଲଲୋ
କି ଯନ୍ତର ମନ୍ତର କଲାଲୋ
ମୋର ଅନ୍ତର ତରଳି ଗଲାଲୋ
ତାର ନଟଖଟ ଗୁଣ କଲା ଛଟ ପଟ ପ୍ରାଣ ହେଲା
କଲିଜା ମୋ ହଲ ଚଲ ଲୋ
ଝି :- ମଲା ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ମତେ ଭଲଲୋ~~~~~
ଝି :- ମଲା ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ମତେ ଭଲଲୋ~~~~~
ପୁ :- baby ଭାରି beauty ଥିଲା ହାଏ କୋଉଠି
ଝି :- ଟୋକା ରଙ୍ଗ ରଙ୍ଗିଲା ଟେକାଟାଏ ମାଇଲା
ପାଣିପରି ଗଲି ଚହଲି
ପୁ :- baby ଭାରି beauty ଥିଲା ହାଏ କୋଉଠି
ଛୁଇଁମୁଇଁ ଭାରି ଚଗଲୀ
ଝି :- ଟୋକା ରଙ୍ଗ ରଙ୍ଗିଲା ଟେକାଟାଏ ମାଇଲା
ପାଣିପରି ଗଲି ଚହଲି
ପୁ :- ସିଏ ଯେବେ ଦେଲା ହସି
dil ହେଲା ପରଦେଶୀ
ଝି :- ତାର କୁତୁକୁତୁ ପ୍ରେମ ଜାଳେ
ହୁତୁହୁତୁ ମନ ହେଲି
ରାତିସାରା କଲବଲ ଲୋ…
ପୁ ଓ ଝି :- ହାଏ ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ମତେ ଭଲଲୋ….
ଝି :- ମିତ୍ୱାରେ ମିତ୍ୱାରେ ତୁ ଆଯା ମେରେ ଦ୍ୱାରେ
ଖଡ଼ି ତେରେ ସ୍ୱାଗତ ମେଁ...ସ୍ୱାଗତ ମେଁ...
ମିତ୍ୱାରେ ମିତ୍ୱାରେ ତୁ ଆଯା ମେରେ ଦ୍ୱାରେ
ଖଡ଼ି ତେରେ ସ୍ୱାଗତ ମେଁ...ସ୍ୱାଗତ ମେଁ...
ଝି :- ନିଦରେ ମୋ ସପନ ସପନରେ ସେଇଁଆ
ସେଇଁଆ ମୋ dil ନେଲାରେ
ପୁ :- dil ହେଲା ଦିଓ୍ବାନା ବୋଲ ଜମା ମାନେନା
କିଛି କିଛି feel ହେଲାରେ
ଝି :- ନିଦରେ ମୋ ସପନ ସପନରେ ସେଇଁଆ
ସେଇଁଆ ମୋ dil ନେଲାରେ
ପୁ :-dil ହେଲା ଦିଓ୍ବାନା ବୋଲ ଜମା ମାନେନା
କିଛି କିଛି feel ହେଲାରେ
ଝି :- ଗଲାଗଡି love ଗାଡି
ଭାବେ ତାକୁ ହର୍ ଘଡି
ପୁ :- ତାର ଟଣା ଟଣା ଆଖି କଲା
ବାଟବଣା ଡାକି ଦେଲା
ଗାଲରେ ମୋ ଗୋଟେ ଗେଲଲୋ…
ଝି :- ମଲା ଦେଇ ଗୋଟେ ଗେଣ୍ଡୁ ଫୁଲଲୋ
ଟୋକା ପାଇଗଲା ମତେ ଭଲଲୋ
Click here to another lyrics

Comments
Post a Comment