Chhadiki paribi tate song lyrics | Satyajit & Lopamudra new updated song lyrics | odia lyrics | simahina - 2018 | Lyrics - Sarat Kumar Das

Song - chhadiki paribi tate
Singers  - Satyajit & Lopamudra
Lyrics - Sarat Kumar Das
Music - Prem Anand
Album - Simahina





ପୁ :- ଛାଡିକି ପାରିବି ତତେ ନିଶ୍ବାସ ମୋ ଛାଡିବା ଆଗରୁ
      ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ
ଝି :- ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ 
      ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ
      ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ଯ ସମୋହରେ
ପୁ :- ଛାଡିକି ପାରିବି ତତେ ନିଶ୍ବାସ ମୋ ଛାଡିବା ଆଗରୁ
      ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ

ଝି :- ଜୀବନ ବିବର୍ନ ଯଦି ରଙ୍ଗ ତୋର ନଦେଖେ ନୟନ
      ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନ ଆଣେ କମ୍ପନ
ପୁ :- କେମିତି ବା ବୁଝାଇବି ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ
      ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ
ଝି :- ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ 
      ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ
      ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ଯ ସମୋହରେ
ପୁ :- ଛାଡିକି ପାରିବି ତତେ ନିଶ୍ବାସ ମୋ ଛାଡିବା ଆଗରୁ
      ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ

ପୁ :- କହିବାର ନାହିଁ ଶକ୍ତି ବୟସର ବୟସ୍କ ଲଗନେ
      ତୁହି ମୋ ରଜନୀଗନ୍ଧା ଭାବନାର ସୌମ୍ଯ ଉପବନେ
ଝି :- କରୁଣାରେ ବି ଜଡିତ ନିରିମାୟା ନିରିହ ହୃଦୟ
      ହେ ମୋର ଅବୁଝା ସାଥି ତୁହି ମୋର ନବ ସୂର୍ଯ୍ୟୋଦୟ
ପୁ :- ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ 
      ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହୀରେ
ଝି :- ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ଯ ସମୋହରେ
      ଛାଡିକି ପାରିବି ତତେ ନିଶ୍ବାସ ମୋ ଛାଡିବା ଆଗରୁ
      ଉପେକ୍ଷା ପାରିବି କରି ଅପେକ୍ଷା ର କାଳ ସରୁ ସରୁ


                       ଭୁଲ୍ ଥିଲେ କ୍ଷମା କରିଦେବେ

Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi