Bar bar bhetuchhi mu lyrics (odia song lyrics) ବାର ବାର ଭେଟୁଛି ମୁଁ lyrics (ishq puni thare)

Song :- Bar bar bhetuchhi mu
Singers :- Sabisesh Mishra & Lopamudra Dash
Lyrics :- Subrat Swain
Music director :- Prem Anand



ଝି :- ଏ ପବନରେ ଏ ସପନରେ ଏ ମହକରେ କୁହୁକରେ
      କୋଉଠି ନା କୋଉଠି ଲୁଚିଛୁ ତୁ......
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
ପୁ:- ଏ ଭାବନାରେ ଏ ଭରସାରେ ଏ ଆକାଶରେ ଅଗଣାରେ
      କୋଉଠି ନା କୋଉଠି ଲୁଚିଛୁ ତୁ......
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~.......|

ପୁ :- ବେଳେବେଳେ ବୁଝିବା ଆଗରୁ ହୁଏ ଭୁଲ୍ ବୁଝାମଣା
      ତଥାପି ମୁଁ ଅଧା ଅଧା ତୋ ବିନା ତୋ ବିନା
ଝି :- ବେଳେବେଳେ ଚାଲିବା ଆଗରୁ ହୁଏ ପାଦ ବାଟବଣା
      ତଥାପି ଏ ପାଦ କହେ ଯାଆ ନା ଯାଆ ନା
      ଏ ଆଲୁଅରେ ଏ ଅନ୍ଧାରରେ ଏ ପଲକରେ ଝଲକରେ
      କୋଉଠି ନା କୋଉଠି ଲୁଚିଛୁ ତୁ......
ପୁ:- ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
ଝି :- ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~....||

ଝି :- ବେଳେବେଳେ ଖୋଜିବା ଆଗରୁ ହଜେ ନିଜର ଠିକଣା
      ତଥାପି ଏ ଖୋଜିବାଟା ସରେନା ସରେନା
ପୁ:- ବେଳେବେଳେ ଚିହ୍ନିବା ଆଗରୁ ହୁଏ ଦୁନିଆଁ ଅଚିହ୍ନା
      ତଥାପି ତୋ ବିନା କିଛି ବୁଝେନା ବୁଝେନା
      ଏ ସକାଳରେ ଏ ସଞ୍ଜବେଳେ ଏ ସୁରୁଜରେ ମୁରୁଜରେ
      କୋଉଠି ନା କୋଉଠି ଲୁଚିଛୁ ତୁ......
ଝି :- ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
ପୁ :- ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~
      ଯୋଉଠିକି ଯାଏ ଖାଲି ବାର ବାର ଭେଟୁଛି ମୁଁ ~~~.....|||

More songs lyrics 👉 click here 

Comments

Popular posts from this blog

He Guru tume mangala maya lyrics | ହେ ଗୁରୁ ତୁମେ ମଙ୍ଗଳ ମୟ lyrics | Ira Mohanty | odia bhajan lyrics

Mana Tu Feria Lyrics |Mu Paradesi Chadhei | human sagar

Feel My Love Odia Lyrics - pagala premi