Shrikhetra bala lyrics | pabitra kumar best odia bhajan
ଶ୍ରୀକ୍ଷେତ୍ର ବାଲା play video Singer :- pabitra kumar Lyrics :- natabara ballabha das Music director :- bipin barik ଭାବ ସିନ୍ଧୁକରେ....... ଭାବ ସିନ୍ଧୁକରେ ...... ଭାବ ସିନ୍ଧୁକରେ ପକେଇ ତାଲା କି ସୁଖ ପାଉରେ ଶ୍ରୀକ୍ଷେତ୍ର ବାଲା ତୁ...... କି ସୁଖ ପାଉରେ ଶ୍ରୀକ୍ଷେତ୍ର ବାଲା...... ତୋର ମୋର ଭାବ ହୋଇଲେ ଟିକିଏ ଅଭାବ ମୋ ଘରେ ଲାଗିବରେ ନିତି ପାଲା.... ଆରେ ମୋ ଶ୍ରୀକ୍ଷେତ୍ର ବାଲା....4 କାମ କ୍ରୋଧ ଲୋଭ ହିଁସା ଗର୍ବ ଦମ୍ଭ ସଡ ରିପୁ କଲେ ଘରେ ଆଖଡା ଚକ୍ଷୁ ନାସା କର୍ଣ୍ଣ ଚର୍ମ ଜିହ୍ବା ଧନ ମେଲି ବସିଲେଣି ରଙ୍ଗ ପାଖୁଡା....... କାମ କ୍ରୋଧ ଲୋଭ ହିଁସା ଗର୍ବ ଦମ୍ଭ ସଡ ରିପୁ କଲେ ଘରେ ଆଖଡା ଚକ୍ଷୁ ନାସା କର୍ଣ୍ଣ ଚର୍ମ ଜିହ୍ବା ଧନ ମେଲି ବସିଲେଣି ରଙ୍ଗ ପାଖୁଡା...... ମନ ପବନ କୁ ଭିଡି ଧରିବାକୁ ଇଛା ଭାରି ବିବେକ ଲଗାମ ହେଲାଣି ଢିଲା..... ଆରେ ମୋ ଶ୍ରୀକ୍ଷେତ୍ର ବାଲା....4 ମନ ନିଳାଞ୍ଚଳେ ଆସିବୁରେ ଥରେ ତୁଣ୍ଡେ ଗାଉଥିବି ତୋହରି ନାମ ହୃଦ କଳ୍ପ ମୂଳେ ଗାଉଥିବି ହେଳେ ବସି ଭେଟୁଥିବି ଜିବ ପରମ......... ମନ ନିଳାଞ୍ଚଳେ ଆସିବୁରେ ଥରେ ତୁଣ୍ଡେ ଗାଉଥିବି ତୋହରି ନାମ ହୃଦ କଳ୍ପ ମୂଳେ ଗାଉଥିବି ହେଳେ ...